ଶସ୍ୟ ଧ୍ୱଂସକ Ṡasya dhwaṁsaka

  • ସଂ. ବିଣ ଓ ବି. ପୁଂ (ଉପପଦ ତତ୍ପୁରୁଷ) — ଧାନ୍ୟାଦି ଫସଲର କ୍ଷୟକାରୀ; ଯେ ଫସଲ ନାଶ କରେ — Destructive of crops