ଶସ୍ତ୍ର Ṡastra
- ସଂ. ବି.—(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହା ଦ୍ୱାରା ବଧ କରାଯାଏ) — ପ୍ରହରଣ; ଆୟୁଧ — Weapon
- ସଂ. ବି.—(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହା ଦ୍ୱାରା ବଧ କରାଯାଏ) — ଯାହା ହସ୍ତଦ୍ୱାରା ଧାରଣ କରି ଶତ୍ରୁକୁ ପ୍ରହାର କରାଯାଏ — A weapon which is applied to an enemy by holding it in the hand
- ସଂ. ବି.—(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହା ଦ୍ୱାରା ବଧ କରାଯାଏ) — ଲୌହ — Iron
- ସଂ. ବି.—(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହା ଦ୍ୱାରା ବଧ କରାଯାଏ) — [ଦ୍ର—ଯେଉଁ ଆୟୁଧକୁ ଶତ୍ରୁ ଉପରକୁ ଦୂରରୂ ଫୋପଡ଼ା ଯାଏ, ତାହାକୁ ଅସ୍ତ୍ର ବୋଲା— ଯାଏ। ଯଥା—ଆଗ୍ନେୟାସ୍ତ୍ର। ଯାହାକୁ ହାତରେ ଧରିପ୍ରହାର କରାଯାଏ ତାକୁ ଶସ୍ତ୍ର ବୋଲାଯାଏ।]
- ସଂ. ବି.—(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହା ଦ୍ୱାରା ବଧ କରାଯାଏ) — ଆୟୁର୍ବେଦୋକ୍ତ ଅସ୍ତ୍ରୋପଚାର ସାଧକ ଯନ୍ତ୍ର — Surgical instrument
- ସଂ. ବି.—(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହା ଦ୍ୱାରା ବଧ କରାଯାଏ) — [ଦ୍ର—ସୁଶ୍ରୁତରେ 125 ପ୍ରକାରର ଚିକିତ୍ସାର୍ଥ ଅସ୍ତ୍ରର ଉଲ୍ଲେଖ ଅଛି। ଏହି ଅସ୍ତ୍ରମାନ ଦୁଇ ଭାଗରେ ବିଭକ୍ତ। ଯଥା—ଯନ୍ତ୍ର ଓ ଶସ୍ତ୍ର। ଶସ୍ତ୍ର 24 ପ୍ରକାରର ଓ ବାକି 101 ଯନ୍ତ୍ର।] — [ଦ୍ର—ସୁଶ୍ରୁତରେ125ପ୍ରକାରର ଚିକିତ୍ସାର୍ଥ ଅସ୍ତ୍ରର ଉଲ୍ଲେଖ ଅଛି ଏହି ଅସ୍ତ୍ରମାନ ଦୁଇ ଭାଗରେ ବିଭକ୍ତ ଯଥା—ଯନ୍ତ୍ର ଓ ଶସ୍ତ୍ର ଶସ୍ତ୍ର24ପ୍ରକାରର ଓ ବାକି101ଯନ୍ତ୍ର]
- ସଂ. ବି.—(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହା ଦ୍ୱାରା ବଧ କରାଯାଏ) — ବଢ଼େଇ, କମାର ଆଦିଙ୍କ ଯନ୍ତ୍ର ବା ହତିଆର — Tools or instruments of artisans; implement
- ଦେ. ବି. ଅସ୍ତ୍ର — Weapon; missile
- ଦେ. ବି. [ଉ—ଏ ବ୍ରହ୍ମଶସ୍ତ୍ର ତେଜ ଘୋର, ତୁ ବ୍ରହ୍ମଶସ୍ତ୍ରରେ ନିବାର। ଜଗନ୍ନାଥ—ଭାଗବତ]