ଶସ୍ତ୍ରହତ ଚତୁର୍ଦ୍ଦଶୀ Ṡastrahata chaturddaṡī
- ସଂ. ବି — ଗୌଣ ଆଶ୍ୱିନ କୃଷ୍ଣା ଚତୁର୍ଦ୍ଦଶୀ ଓ ଗୌଣ କାର୍ତ୍ତିକ କୃଷ୍ଣା ଚତୁର୍ଦ୍ଦଶୀ — The 14th days of the dark lunar fortnights of the months of Āṡwina and Kārttika
- ସଂ. ବି — [ଦ୍ର—ଏ ଚତୁର୍ଦ୍ଦଶୀରେ ଯୁଦ୍ଧରେ ଶସ୍ତ୍ର— ହତ ବ୍ଯକ୍ତିମାନଙ୍କର ଶ୍ରାଦ୍ଧ ପ୍ରଶସ୍ତ। ବିଶ୍ୱକୋଷ।]