ଶସ୍ତ୍ରଜୀବୀ Ṡastrajībī

  • ସଂ. ବିଣ — ଯେଉଁ ବ୍ଯକ୍ତି ଶସ୍ତ୍ର ବ୍ଯବହାର କରି ଜୀବିକା ନିର୍ବାହ କରେ — Living by arms
  • ସଂ. ବିଣ — ଶସ୍ତ୍ର ବ୍ଯବସାୟୀ — Trading in arms
  • ବି. — ଯୁଦ୍ଧ ବ୍ଯବସାୟୀ — A soldier by profession