ଶସ୍ତ୍ର ଭୃତ୍ Ṡastra bhṛut

  • ସଂ. ବିଣ ପୁଂ ଓ ସ୍ତ୍ରୀ—(ଶସ୍ତ୍ର+ଭୃ ଧାତୁ+କର୍ତ୍ତୃ. କ୍ୱିପ୍) — ଶସ୍ତ୍ରଧାରୀ — Bearing arms; armed
  • ବି. — ଶସ୍ତ୍ରଧାରୀ ଯୋଦ୍ଧା — Armed warrior