ଶସ୍ତ୍ର ବିଡ୍ୟା Ṡastra bidyā

  • ସଂ. ବି — ଯୁଦ୍ଧାର୍ଥ ଶସ୍ତ୍ରଚାଳନ ବିଦ୍ଯା — The art of using weapons in war
  • ସଂ. ବି — ଚିକିତ୍ସାର୍ଥ ଶସ୍ତ୍ର ପ୍ରୟୋଗ ବିଦ୍ଯା — Surgery
  • ସଂ. ବି — ଯଜୁର୍ବେଦର ଏକ ଉପବେଦ; ଧନୁର୍ବେଦ — A supplementary part of the J̄ajurbeda dealing with the use of bow