ଶସ୍ତ୍ର ପ୍ରୟୋଗ Ṡstra prayoga

  • ସଂ. ବି ( 6 ଷ୍ଠୀ ତତ୍) — ଯୁଦ୍ଧାର୍ଥ ବିପକ୍ଷ ବିରୁଦ୍ଧରେ ଅସ୍ତ୍ରର ବ୍ଯବହାର — Wielding or using weapons against an enemy
  • ସଂ. ବି ( 6 ଷ୍ଠୀ ତତ୍) — ଚିକିତ୍ସାର୍ଥ ରୋଗୀ ଦେହରେ ଶସ୍ତ୍ର ଚଳାଇବା — Performing an operation on a patient