ଶସ୍ତାଖିଆ Ṡastā khia

  • ଦେ. ବି — ଖାଦ୍ୟଦ୍ରବ୍ୟ ସୁଲଭ ମୂଲ୍ୟରେ ପାଇଁ ଭୋଗ କରିବା — Getting or enjoying things cheaply
  • ଦେ. ବିଣ. ପୁଂ — (ବ୍ୟଙ୍ଗ୍ୟାର୍ଥେ) ବିନା ଅର୍ଥ ବ୍ଯୟରେ ଓ ବିନା ପରିଶ୍ରମରେ ଯେ ଖାଦ୍ୟଦି କିମ୍ବା ଅନ୍ଯ କୌଣସି ପଦାର୍ଥ ପାଇବା ଆଶା ପୋଷି କାର୍ଯ୍ୟ— ରେ ଅଗ୍ରସର ହୁଏ; ଯେଉଁ ବ୍ଯକ୍ତି ଶସ୍ତା ଦରରେ ପଦାର୍ଥ— ମାନ ଭୋଗ କରେ — Habituated to enjoying or getting things cheaply
  • ଦେ. ବିଣ. ପୁଂ — (ତୁଳ—ମାଗଣା ଖିଆ, ଫୋକଟଖିଆ)।