ଶସ୍କୁଳ Ṡaskuḻa
- ସଂ. ବି (ଶଶ୍ ଧାତୁ=ଡେଇଁକରି ଗତିକରିବା+କର୍ତ୍ତୃ. କୁଳ) — ଏକପ୍ରକାର ଶକଳୀମାଛ; ଶେଉଳ ମାଛ (ଏମାନେ ପଙ୍କୁଆ ପାଣିରେ ରହନ୍ତି) — A kind of fish living in muddy water; Ophicephalus Striatus
- ସଂ. ବି (ଶଶ୍ ଧାତୁ=ଡେଇଁକରି ଗତିକରିବା+କର୍ତ୍ତୃ. କୁଳ) — ଶାଳ ମାଛ — A sort of fish bigger than Ṡeuḻa
- ସଂ. ବି (ଶଶ୍ ଧାତୁ=ଡେଇଁକରି ଗତିକରିବା+କର୍ତ୍ତୃ. କୁଳ) — ବୃକ୍ଷବିଶେଷ କରଞ୍ଜ — A kind of tree; Pongamia Indica
- ସଂ. ବି (ଶଶ୍ ଧାତୁ=ଡେଇଁକରି ଗତିକରିବା+କର୍ତ୍ତୃ. କୁଳ) — ଅପୂପ ବା ପିଷ୍ଟକ ବିଶେଷ; ଚକୁଳିପିଠା — A sort of baked pastry cake