ଶଷ୍ପ ଶଯ୍ୟା Ṡashpa ṡaj̄yā

  • ସଂ. ବି—(ଶସ୍ପଦ୍ୱାରା ରଚିତ ଶଯ୍ୟା; ମ. ପ. ଲୋ) — କଅଁଳ ଘାସରେ ରଚିତ ବିଛଣା — A bed of tender grass