ଶଷ୍କାଳ Ṡashkāḻa

  • ଦେ. କ୍ରି. ବିଣ (ସଂ. ତତ୍କାଳଂ) — ତତ୍କାଳେ; ତତ୍କ୍ଷଣାତ୍ — At once
  • ଦେ. କ୍ରି. ବିଣ (ସଂ. ତତ୍କାଳଂ) — ଅତି ଚଞ୍ଚଳ — Very soon