ଶଶ୍ୱତ୍ Ṡaṡwat

  • ସଂ. ଅ [ଶଶ୍ ଧାତୁ=ପ୍ଳୁତୃଗତି କରିବା+କର୍ତ୍ତୃ. ବତ୍] — ବାରଂବାର — Repeatedly
  • ସଂ. ଅ [ଶଶ୍ ଧାତୁ=ପ୍ଳୁତୃଗତି କରିବା+କର୍ତ୍ତୃ. ବତ୍] — ସର୍ବଦା — Always; constantly; frequently
  • ସଂ. ଅ [ଶଶ୍ ଧାତୁ=ପ୍ଳୁତୃଗତି କରିବା+କର୍ତ୍ତୃ. ବତ୍] — ଚିରସ୍ଥାୟି ଭାବରେ — Permanently