ଶଶ୍ କାଳ Ṡaṡ-kāḻa

  • ଗ୍ରା. କ୍ରି. ବିଣ. (ସଂ. ତତ୍କାଳଂ ବା ସଦ୍ୟଃକାଳଂ) — ତତ୍କ୍ଷଣାତ୍ — Immediately; all at once
  • ଗ୍ରା. କ୍ରି. ବିଣ. (ସଂ. ତତ୍କାଳଂ ବା ସଦ୍ୟଃକାଳଂ) — ଆଶୁ; ଚଞ୍ଚଳ; ଶୀଘ୍ର — Early