ଶଶିମୁଖୀ Ṡaṡimukhī

  • ସଂ. ବିଣ. ସ୍ତ୍ରୀ (ଶଶି+ମୁଖ+ସ୍ତ୍ରୀ. ଈ) — ଚନ୍ଦ୍ରମୁଖୀ; ଚନ୍ଦ୍ର— ବଦନା; ଚନ୍ଦ୍ରାନନା — (Female) Having the face as fair as the moon
  • ଦେ. ବି. ସ୍ତ୍ରୀ — ସ୍ତ୍ରୀ ଲୋକଙ୍କ ନାମ — A name given to females