ଶଶି ଲେଖା Ṡaṡi lekhā

  • ସଂ. ବି — ଶଶାଙ୍କ ରେଖା — Ṡaṡāṅka rekhā. (See)
  • ସଂ. ବି — (ବୈଦ୍ଯକ) ବାକୁଚୀ; ବାକୁଚି ମଞ୍ଜି; ସୋମରାଜୀ ବୀଜ — A seed; Serratula Anthel- mintica; Psorata Cerylifolia
  • ସଂ. ବି — ଗୁଳୁଚି (ହି. ଶ) — Tinaspora Cordifolia
  • ସଂ. ବି — ଛନ୍ଦୋ ବିଶେଷ — A kind of Sanscrit metre