ଶଶି ରେଖା Ṡaṡi rekhā
- ସଂ. ବି — ଶଶାଙ୍କ ରେଖା (ଦେଖ) — Ṡaṡāṅka rekhā. (See)
- ଦେ. ବି. ସ୍ତ୍ରୀ — ସ୍ତ୍ରୀମାନଙ୍କ ନାମ — A name given to females
- ଦେ. ବି. ସ୍ତ୍ରୀ — ଉପେନ୍ଦ୍ର ଭଞ୍ଜଙ୍କ ଅପ୍ରକାଶିତ କ୍ଷୁଦ୍ରକାବ୍ୟ ଓ ତହିଁର ନାୟିକା — Name of the heroine and title of a small poem (unpublished) of poet Upendra Bhan̄ja
- ଦେ. ବି. ସ୍ତ୍ରୀ — ବାଙ୍କିର ରାଜା ପଦ୍ମନାଭ ହରିଚନ୍ଦନଙ୍କ ପ୍ରଣୀତ କାବ୍ୟ ଓ ତଦ୍ବର୍ଣ୍ଣିକ ନାୟିକାର ନାମ — Name of a poem and the heroine thereof of poet Padmanābha Harichandana of Bāṇki
- ଦେ. ବି. ସ୍ତ୍ରୀ — [ଦ୍ର—ଏ ଗ୍ରନ୍ଥ ପ୍ରାଚୀ ସମିତି ପ୍ରଥମେ ପ୍ରକାଶିତ କରିଅଛନ୍ତି।]