ଶଶି ଭୃତ୍ Ṡaṡibhṛut

  • ସଂ. ବି (ଶଶିନ୍+ଭୃ ଧାତୁ+କର୍ତ୍ତୃ. କ୍ୱିପ୍) — ଶଶିଭୂଷଣ; ମହାଦେବ — Ṡiba
  • ସଂ. ବିଣ. ପୁଂ ଓ ସ୍ତ୍ରୀ — ଶଶିଭୂଷଣ (ଦେଖ) — Ṡaṡibūshaṇa. (See)