ଶଶି ଭୂଷଣ Ṡaṡi bhūshaṇa

  • ସଂ. ବି (ଶଶିନ୍+ଭୂଷଣ; ଶଶୀ ଅଟେ ଭୂଷଣ ଯାହାର; ବହୁବ୍ରୀହି) — ଚନ୍ଦ୍ର ଚଡ଼; ଶିବ; ମହାଦେବ — Ṡiba
  • ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males
  • ସଂ. ବିଣ. ପୁଂ (ବହୁବ୍ରୀହି) — ଚନ୍ଦ୍ର ଯାହାଙ୍କର ଅଳଙ୍କାର — Decorated with the moon