ଶଶି ଭାଲୀ Ṡaṡibhālī

  • ଦେ. ବି. ସ୍ତ୍ରୀ (ସଂ. ଶଶିଭାଲ) — ଦୁର୍ଗା; କାଳୀ — Durgā
  • ସଂ. ବି. ପୁଂ (ଶଶିନ୍+ଭାଇ+ଇନ୍; 1 ମା. 1 ବ) — ଶିବ; ମହାଦେବ — Ṡiba
  • ସଂ. ବିଣ. ପୁଂ — ଯାହାଙ୍କ ମସ୍ତକରେ ଚନ୍ଦ୍ର ଅଛି — Having the moon on the brow