ଶଶି ଠାର Ṡaṡi ṭhāra
- ଦେ. ବି — ଓଡ଼ିଆରେ ଏକପ୍ରକାର ଠାର — A cypher language in Oriya
- ଦେ. ବି — [ଉ—ଚିର ଅଭ୍ୟସ୍ତ, ଶସ୍ତ ସଂସ୍କୃତ କରି ଅସ୍ତୁ, ବସି ଘୋଷିଲ ଶଶିଠାରକୁ ରେ—କବିସୂର୍ଯ୍ୟ. ସଙ୍ଗୀତ।]
- ଦେ. ବି — [ଦ୍ର—ଏଥିରେ ବର୍ଣ୍ଣମାଳାର ଅକ୍ଷରମାନଙ୍କ ସ୍ଥାନରେ ଯଥାକ୍ରମେ ଅନ୍ଯ ନିର୍ଦ୍ଦିଷ୍ଟ ଅକ୍ଷର ଲଗାଇ କଥା ଭାଷା କରାଯାଏ। ଯଥା— ଅ ସ୍ଥାନରେ କ ଓ କ ସ୍ଥାନରେ ଅ। ଏହିପରି ଅନ୍ଯ ମାତ୍ରା ଯୁକ୍ତ ଅକ୍ଷରରେ; ଆ ସ୍ଥାନରେ କା କା ସ୍ଥାନରେ ଆ