ଶଶି ଜୀବନ Ṡaṡi jībana

  • ସଂ. ବି—(ଶଶୀ ଅଟନ୍ତି ଜୀବନ ଯାହାର; ବହୁବ୍ରୀହି) — କୁମୁଦ; କଇଁ — water lily
  • ସଂ. ବି—(ଶଶୀ ଅଟନ୍ତି ଜୀବନ ଯାହାର; ବହୁବ୍ରୀହି) — ଓଷଧି — Medicinal and annual plants; herbs
  • ଦେ. ବି — ବଙ୍ଗର ଜଣେ ସୁବିଖ୍ୟାତ ନୈୟାୟିକ ସ୍ୱର୍ଗୀୟ ପଣ୍ଡିତ। (ଏହାଙ୍କ ଉପାଧି ତର୍କରତ୍ନ ଥିଲା) — Name of a late Bengali Pandit versed in Hindu Logic