ଶଶି କାନ୍ତ Ṡaṡi kānta

  • ସଂ. ବି—(ଶଶୀ ଅଟେ କାନ୍ତ ଯାହାର, ବହୁବ୍ରୀହି) — ଚନ୍ଦ୍ରକାନ୍ତ ମଣି — Moonstone
  • ସଂ. ବି—(ଶଶୀ ଅଟେ କାନ୍ତ ଯାହାର, ବହୁବ୍ରୀହି) — କୁମୁଦ — Water-lily
  • ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males