ଶଶାଣ୍ଡୁଳି Ṡaṡāṇḍuḻi

  • ସଂ. ବି — ଏକ ପ୍ରକାର କାକୁଡ଼ି; ପିତା କାକୁଡ଼ି (ରାଜନିର୍ଘଣ୍ଟ); କଣ୍ଟିଆଳି କାକୁଡ଼ି — A sort of cucumber
  • ସଂ. ବି — [ଦ୍ର—ଏହା ତିକ୍ତ, କଟୁ, ଅମ୍ଳ, ମଧୁର; କଫ ନାଶକ, ଦାହ କାରକ, କଫ- ଶୋଷକ, ରୁଚିକର ଓ ଦୀପନ—ବିଶ୍ୱ— କୋଷ)