ଶଶଯାଗ ତୀର୍ଥ Ṡaṡaj̄āgatīrtha

  • ସଂ. ବି — ତୀର୍ଥ ବିଶେଷ — The name of a sacred place of pilgrimage
  • ସଂ. ବି — [ଉ—ଶଶ ଯାଗ ତୀର୍ଥେ କାର୍ତ୍ତିକ ପଉର୍ଣ୍ଣମୀ, ଦିନ ସ୍ନାନ କଲେ ହୁଅଇ ବଡ଼ ଧର୍ମୀ। କୃଷ୍ଣସିଂହ. ମହାଭାରତ ବନ।]