ଶଶବିନ୍ଦୁ Ṡaṡabindu
- ସଂ. ବି (ଶଶ ଅଟେ ବିନ୍ଦୁ=ଚିହ୍ନ ଯାହାର) — ଶଶାଙ୍କ; ଚନ୍ଦ୍ର — The moon
- ସଂ. ବି (ଶଶ ଅଟେ ବିନ୍ଦୁ=ଚିହ୍ନ ଯାହାର) — ବିଷ୍ଣୁଙ୍କ ନାମ — A name of Bishṇu
- ସଂ. ବି (ଶଶ ଅଟେ ବିନ୍ଦୁ=ଚିହ୍ନ ଯାହାର) — ଗନ୍ଧର୍ବ ଚିତ୍ରରଥଙ୍କ ପୁତ୍ର; ରାଜନ୍ଯବିଶେଷ — Name of a king of ancient India, son of Gandharba Chitraratha