ଶଶପ୍ଲୁତକ Ṡaṡapḻutaka

  • ସଂ. ବି (ରତିଶାସ୍ତ୍ର) — ନାଗର ଓ ନାଗରୀଙ୍କ କାମକ୍ରୀଡ଼ା ସମୟରେ ପରସ୍ପର ଅଙ୍ଗରେ କରିବା ନଖା— ଘାତ — The scratching by the nail on the body of the lovers made during amatory enjoyment