ଶଶଜାତୀୟ ନର Ṡaṣajātīya nara
- ସଂ. ବି — ହିନ୍ଦୁଶାସ୍ତ୍ର (କୋକଶାସ୍ତ୍ର)ରେ ବର୍ଣ୍ଣିତ ପୁରୁଷ ମାନଙ୍କର ଚାରୋଟି ଶ୍ରେଣୀ ବା ଜାତି ମଧ୍ୟରୁ ଏକତମ — One of the four classes of male persons classified by the Hindu amatory treatises; a class of males of mild, pious and luxurious bent of mind and slender in build
- ସଂ. ବି — [ଦ୍ର— ପୁରୁଷମାନେ କୋକଶାସ୍ତ୍ରର ବର୍ଣ୍ଣନା ଅନୁସାରେ ନିମ୍ନ ଚାରି ଶ୍ରେଣୀରେ ବିଭକ୍ତ
- ସଂ. ବି — ଅଶ୍ୱଜାତୀୟ ପୁରୁଷ।
- ସଂ. ବି — ବୃଷଜାତୀୟ ପୁରୁଷ।
- ସଂ. ବି — ମୃଗଜାତୀୟ ପୁରୁଷ।
- ସଂ. ବି — ଶଶଜାତୀୟ ପୁରୁଷ।
- ସଂ. ବି — ଏହି 4 ର୍ଥ ଶଶଜାତୀୟ ପୁରୁଷ କ୍ଷୁଦ୍ରକାୟ, କୋମଳସ୍ୱଭାବ, ଭୀରୁ, ବିନୟୀ, ସୁକୁମାରାଙ୍ଗ, ସ୍ନେହୀ ଓ ମଧୁର, ପ୍ରେମଶୀଳ ଏବଂ କାମକ୍ରୀଡ଼ାରେ ସାମାନ୍ୟରୂପେ ଆସକ୍ତ ଓ ଧାର୍ମିକ ତଥା ସ୍ତ୍ରୀର ବଶୀଭୂତ। ଏହି ଶଶଜାତୀୟ ପୁରୁଷଙ୍କ ପ୍ରତି ପଦ୍ମିନୀ— ଜାତୀୟା ସ୍ତ୍ରୀ ଉପଯୁକ୍ତା।] — ଏହି4ର୍ଥ ଶଶଜାତୀୟ ପୁରୁଷ କ୍ଷୁଦ୍ରକାୟ, କୋମଳସ୍ୱଭାବ, ଭୀରୁ, ବିନୟୀ, ସୁକୁମାରାଙ୍ଗ, ସ୍ନେହୀ ଓ ମଧୁର, ପ୍ରେମଶୀଳ ଏବଂ କାମକ୍ରୀଡ଼ାରେ ସାମାନ୍ୟରୂପେ ଆସକ୍ତ ଓ ଧାର୍ମିକ ତଥା ସ୍ତ୍ରୀର ବଶୀଭୂତ ଏହି ଶଶଜାତୀୟ ପୁରୁଷଙ୍କ ପ୍ରତି ପଦ୍ମିନୀ— ଜାତୀୟା ସ୍ତ୍ରୀ ଉପଯୁକ୍ତା]