ଶଶ ବ୍ୟସ୍ତ Ṡaṡa byasta
- ସଂ. ବିଣ—(ଆଧୁନିକ ପ୍ରୟୋଗ; ବଙ୍ଗଳା ବ୍ଯବହାରରୁ ଗୃହୀତ; ଶଶ ଠେକୁଆ ପରି ବ୍ୟସ୍ତ=ତ୍ରସ୍ତ, ତ୍ୱରାନ୍ୱିତ; ମ. ପ. ଲୋ) — ଅତ୍ୟନ୍ତ ତ୍ୱରାନ୍ୱିତ — Hurried; very restless; much perturbed
- ସଂ. ବିଣ—(ଆଧୁନିକ ପ୍ରୟୋଗ; ବଙ୍ଗଳା ବ୍ଯବହାରରୁ ଗୃହୀତ; ଶଶ ଠେକୁଆ ପରି ବ୍ୟସ୍ତ=ତ୍ରସ୍ତ, ତ୍ୱରାନ୍ୱିତ; ମ. ପ. ଲୋ) — ଅତ୍ୟନ୍ତ ତ୍ରସ୍ତ; ତ୍ରସ୍ତବ୍ୟସ୍ତ; ଲଙ୍ଗଳା ମୁକୁଳା; ଭୀତ କମ୍ପିତ — Much frightened; very much ruffled
- ସଂ. ବିଣ—(ଆଧୁନିକ ପ୍ରୟୋଗ; ବଙ୍ଗଳା ବ୍ଯବହାରରୁ ଗୃହୀତ; ଶଶ ଠେକୁଆ ପରି ବ୍ୟସ୍ତ=ତ୍ରସ୍ତ, ତ୍ୱରାନ୍ୱିତ; ମ. ପ. ଲୋ) — କିଂକର୍ତ୍ତବ୍ୟ ବିମୂଢ — Dumb- founded