ଶଳାକା ଯନ୍ତ୍ର Ṡaḻākā j̄antra

  • ସଂ. ବି — ଶରୀରର ନାନା ସ୍ଥାନରେ ବିଦ୍ଧ ଶବ୍ୟ ସମୂହର ଅନ୍ୱେଷଣୋଦ୍ଧାରଣାଦି କାର୍ଯ୍ଯରେ ବ୍ଯବହୃତ ଯନ୍ତ୍ର (ବିଶ୍ୱକୋଷ) — A surgical instrument for probing and extracting pins from the body