ଶଳା ଶଶୁର Ṡaḻā ṡaṡura

  • ଦେ. ବି—(ଆପେକ୍ଷିତ ସହଚର ଶବ୍ଦ ଦ୍ୱୟ)—(ସଂ. ଶାଳକ ଓ ଶ୍ୱଶୁର) — ଶଳା ଓ ଶ୍ୱଶୁର — One's wife's brother and wife's father
  • ଦେ. ବି—(ଆପେକ୍ଷିତ ସହଚର ଶବ୍ଦ ଦ୍ୱୟ)—(ସଂ. ଶାଳକ ଓ ଶ୍ୱଶୁର) — ଗାଳି ବିଶେଷ — A term of abuse by calling a person as the speaker's wife's brother and wife's father