ଶଳା ଭିଣେଇ Ṡaḻā bhiṇei
- ଦେ. ବି. (ଆପେକ୍ଷିକ ସହଚର ଶବ୍ଦଦ୍ୱୟ) — ଶ୍ୟାଳକ ଓ ଭଗିନୀପତି; ପରସ୍ପର ସଙ୍ଗେ ଶ୍ୟାଳକ ଓ ଭଗିନୀପତି ସମ୍ପର୍କଯୁକ୍ତ ବ୍ଯକ୍ତିଦ୍ୱୟ — A person and his sister's husband
- ଦେ. ବି. (ଆପେକ୍ଷିକ ସହଚର ଶବ୍ଦଦ୍ୱୟ) — (ଉ—ଶଶୁର ଜୋଇଁ ଶଳା ଭିଣେଇ, ତିନିଖଣ୍ଡି କଂସା ଖାଇବେ କାହିଁ— ପ୍ରହେଳିକା।)