ଶଳା ଭାଉଜ Ṡaḻā bhāuja

  • ଦେ. ବି. ସ୍ତ୍ରୀ. (ସଂ. ଶ୍ୟାଳକ ଓ ଭ୍ରାତୃଜାୟା) — ଶ୍ୟାଳକ— ଜାୟା; ଶ୍ୟାଳକ ପତ୍ନୀ — The wife of one's wife's brother
  • ଦେ. ବି. ସ୍ତ୍ରୀ. (ସଂ. ଶ୍ୟାଳକ ଓ ଭ୍ରାତୃଜାୟା) — [ଦ୍ର—ଆମ ଦେଶରେ ଶଳାଭାଉଜଙ୍କ ସଙ୍ଗେ ତାଙ୍କ ସ୍ୱାମୀଙ୍କ ଭଗିନୀପତିଙ୍କର ଶଳା—ପରିହାସ ସମ୍ପର୍କ ବିଦ୍ଯମାନ।]