ଶଳା ପରିହାସି Ṡaḻā parihāsi

  • ଦେ. ବି. ଓ ବିଣ. ପୁଂ. (ସଂ. ଶ୍ୟାଳକ ଓ ପରିହାସ) — ଶଳା ସମ୍ପର୍କୀୟ ବ୍ଯକ୍ତି ଯାହାକୁ ପରିହାସ କରାଯାଏ — A person who stands in the relationship of a brother-in-law to a person and with whom a person can cut jokes