ଶଲ Ṡala
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ଝିଙ୍କ କାଠି; ଶଲ୍ଲକୀ ଲୋମ — The spines of a porcupine; the quills of a porcupine
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ବ୍ରହ୍ମା — God Brahmā
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ଉଷ୍ଟ୍ର — Camel
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — କୁନ୍ତ ଅସ୍ତ୍ର; ଭଲ୍ଲ — Javelin
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — କ୍ଷେତ୍ର ବିଶେଷ (ବିଶ୍ୱକୋଷ) — A sort of field
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ବୃକ୍ଷ ବିଶେଷ (ହି. ଶ) — A kind of tree
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — କଂସର ଜଣେ ମଲ୍ଲର ନାମ (ହି. ଶ) — Name of an athlete of demon Kaṁsa
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — କଂସର ଅମାତ୍ୟ ବିଶେଷ [ହି. ଶବ୍ଦସାଗର] — Name of a minister of Kaṁsa
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ବାସୁକି ବଂଶୀୟ ନାଗ ବିଶେଷ — Name of a serpent of the family of Bāsuki
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ଶାନ୍ତନୁ ରାଜପୁତ୍ର (ବିଶ୍ୱକୋଷ) — Name of a son of Ṡāntanu
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ଶଲ୍ୟ ରାଜ [ହି. ଶ] — A name of king Ṡalya
- ସଂ. ବି—(ଶଳ୍ ଧାତୁ+କର୍ତ୍ତୃ. ଅ) — ତାଳ ବୃକ୍ଷ [ବିଶ୍ୱକୋଷ] — Palm tree