ଶଲ୍ୟୋତ୍ପାଟନ Ṡalyotpāṭana
- ସଂ ବି—( 6 ଷ୍ଠୀ ତତ୍; ଶଲ୍ୟ+ଉତ୍ପାଟନ) — ଦେହରେ ପଶିଯାଇଥିବା କଣ୍ଟା ବା ଶରକୁ କାଢ଼ିବା — Extraction of a nail or dart from a wounded body
- ସଂ ବି—( 6 ଷ୍ଠୀ ତତ୍; ଶଲ୍ୟ+ଉତ୍ପାଟନ) — ଗୃହର ବାସ୍ତୁର ତଳୁ ପୋତାଥିବା ମନୁଷ୍ୟ ବା ପଶୁ ଆଦିଙ୍କ ଅସ୍ଥିକୁ ବାହାର କରିବା ରୂପ ସଂସ୍କାର — The act or ceremony of digging out the bones of animals which may be found underneath the surface of a site where a new house is going to be built