ଶଲ୍ୟକ ମାଂସ Ṡalyaka māṁsa

  • ସଂ. ବି. — ଝିଙ୍କର ମାଂସ — The flesh of porcupine
  • ସଂ. ବି. — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ମାଂସ ମଧୁର ରସ, ଶୀତଳ, ଲଘୁପାକ, ସ୍ନିଗ୍ଧ, ଅଗ୍ନିବର୍ଦ୍ଧକ; ପିତ୍ତ, ଶ୍ୱାସ, କଫ, କାଶ ଓ ବିଶଦୋଷ ନାଶକ। ଏ ଜୀବର ପିତ୍ତ ଶ୍ୱାସ ରୋଗରେ ବିଶେଷ ଫଳପ୍ରଦ।]