ଶଲ୍ୟ ପଶୁ Ṡalya paṡu

  • ସଂ. ବି.—(ଶଲ୍ୟ ଯୁକ୍ତ ପଶୁ; ମ. ପ. ଲୋ) — ଶଜାରୁ; ଝିଙ୍କ — Porcupine
  • ସଂ. ବି.—(ଶଲ୍ୟ ଯୁକ୍ତ ପଶୁ; ମ. ପ. ଲୋ) — ବଜ୍ରକାପତା ନାମକ ଜୀବ — Pangoline