ଶଲ୍ଲକୀ Ṡallakī
- ସଂ. ବି. (ଶଲ୍ଲକ+ଇନ୍) — ଝିଙ୍କ; ଶଜାରୁ — Porcupine
- ସଂ. ବି. (ଶଲ୍ଲକ+ଇନ୍) — [ଉ—ଉତ୍ତୋଳି ଶଳାକା ଯେହ୍ନେ କୁପିତ ଶଲ୍ଲକୀ— ରାଧାନାଥ. ମହାଯାତ୍ରା।]
- ସଂ. ବି. (ଶଲ୍ଲକ+ଇନ୍) — (ବୈଦ୍ଯକ) କଣ୍ଟା ବବୁର ଗଛ; ଶଲରା କଣ୍ଟା ଗଛ — A tree; bushy Gardenia
- ସଂ. ବି. (ଶଲ୍ଲକ+ଇନ୍) — (ବୈଦ୍ଯକ) ଶାଳବୃକ୍ଷ ବିଶେଷ; (ଏହାର ଅଠାରୁ ଲୋବାନ୍ ନାମକ ଧୂପ ବାହାରେ) — Boswellia Serrata; Indian Olibanum
- ସଂ. ବି. (ଶଲ୍ଲକ+ଇନ୍) — [ଦ୍ର—ଏହି ଗଛର ଗଣ୍ଡିକୁ ହାଣି ଦେଲେ ଯେଉଁ ନିର୍ଯ୍ଯାସ ବାହାରେ, ତାହା ଶୁଖିଗଲେ କୁନ୍ଦୁରୁ ଖୁଟି ବା ଲୋବାନ୍ ହୁଏ ଏବଂ ଡହକ ନିଆଁରେ ତାକୁ ପକାଇଲେ ସୁଗନ୍ଧ ଧୂମ ବାହାରେ। ବୈଦଶାସ୍ତ୍ର ମତରେ ଏହା କଷାୟ ରସ, ଶୀତବୀର୍ଯ୍ଯ, ପୁଷ୍ଟିକର, ପିତ୍ତ, ଶ୍ଲେଷ୍ମା, ଅତିସାର, ରକ୍ତପିତ୍ତ ଓ ବ୍ରଣ ରୋଗର ଔଷଧ।]