ଶଲାଇ ହେବା Ṡalāi hebā

  • ଦେ. କ୍ରି — କାନର ଓ ନାକର ଛିଦ୍ର ମଧ୍ୟରେ କାଠି ବା ବାଲି ଆଦି ପଶିଥିବାରୁ (କାନ ବା ନାକ) ଗଲ ଗଲ ବା ସଲ ସଲ ହେବା — (the ear or nostril) To have a sensation of itching due to the presence of a foreign matter inside it