ଶର୍ମବାନ୍ Ṡarmabān

  • ସଂ. ବିଣ. ପୁଂ. (ଶର୍ମନ୍+ବତ୍; 1 ମା. 1 ବ) — ସୁଖୀ — Happy
  • ସଂ. ବିଣ. ପୁଂ. (ଶର୍ମନ୍+ବତ୍; 1 ମା. 1 ବ) — ଭାଗ୍ୟବାନ — Fortunate; lucky