ଶର୍ବ୍ୱ Ṡarbba
- ସଂ. ବି. ପୁଂ—(ଶର୍ବ୍ୱଧାତୁ=ବଧ କରିବା+କର୍ତ୍ତୃ. ଅ) — ମହାଦେବ; ଶିବ — Ṡiba
- ସଂ. ବି. ପୁଂ—(ଶର୍ବ୍ୱଧାତୁ=ବଧ କରିବା+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
- ସଂ. ବି. ପୁଂ—(ଶର୍ବ୍ୱଧାତୁ=ବଧ କରିବା+କର୍ତ୍ତୃ. ଅ) — (+ଭାବ. ଅ) ହିଂସା — Injury
- ସଂ. ବି. ପୁଂ—(ଶର୍ବ୍ୱଧାତୁ=ବଧ କରିବା+କର୍ତ୍ତୃ. ଅ) — ଗତି (ବିଶ୍ୱ— କୋଷ) — Motion