ଶର୍ଟହାଣ୍ଡ୍ Ṡarṭ-hāṇḍ

  • ବୈଦେ. (ଇଂ.) ବି — ବକ୍ତାଙ୍କ ଉଚ୍ଚାରିତ ପ୍ରତ୍ୟେକ ଶବ୍ଦକୁ ଓ ଅକ୍ଷରକୁ ସଙ୍ଗେ ସଙ୍ଗେ ଟିପିନେବା ପାଇଁ ବ୍ଯବହୃତ ଏକପ୍ରକାର ସାଙ୍କେତିକ ରେଖାକ୍ଷର ବିଶିଷ୍ଟ ବର୍ଣ୍ଣମାଳା; ସଂକ୍ଷିପ୍ତ ଲେଖା — Short-hand
  • ବୈଦେ. (ଇଂ.) ବି — [ଦ୍ର— ଏହା ଏବେ ଆବିଷ୍କୃତ ହୋଇଅଛି। ବକ୍ତୃତାକୁ ଶଟ୍ହାଣ୍ଡ୍ (ରେଖାକ୍ଷର)ରେ ଟିପି ନେଇ ପରେ ତାକୁ ସାଧାରଣ ଭାଷାରେ ତର୍ଜମା କରାଯାଏ।]