ଶର୍କୁଟା Ṡur-kuṭā

  • ଦେ. ବିଣ. ପୁଂ (ସଂ. ଶୁଷ୍କ) — ଶୁଷ୍କ; କ୍ଷୀଣ — Dried up; withered;
  • ଦେ. ବିଣ. ପୁଂ (ସଂ. ଶୁଷ୍କ) — ଅତି କ୍ଷୀଣ— କାୟ — Very lean; slender