ଶର୍କରାସବ Ṡarkarāsaba

  • ସଂ. ବି. — ଗୁଡ଼ ଆଦିରୁ ପ୍ରସ୍ତୁତ ମଦ — Spirituous liquor distilled from sugar
  • ସଂ. ବି. — [ଦ୍ର—ଏହା ଅମ୍ଲପିତ୍ତ, ରକ୍ତପିତ୍ତ, କାମଳ, ଶ୍ୱାସ, ପାଣ୍ଡୁ, ବାୟୁ ଆଦି ରୋଗରେ ବ୍ଯବହୃତ ହୁଏ।]