ଶରୀରରକ୍ଷୀ Ṡarīra rakshi

  • ସଂ. ବି. ପୁଂ — ରାଜା ଆଦିଙ୍କ ଦେହକୁ ଶତ୍ରୁର ଆକ୍ରମଣରୁ ରକ୍ଷା କରିବା ପାଇଁ ନିଯୁକ୍ତ ଭୃତ୍ୟ — Bodyguard