ଶରୀରମାଡ୍ୟଂ ଖଳୁ ଧର୍ମ ସାଧନଂ Ṡarīramādyaṁ khaḻu dharma

  • ସଂ. ଶ୍ଲୋକାଂଶ; — ଶରୀର ସୁସ୍ଥ ଥିଲେ ଲୋକ ଧର୍ମ ସାଧନ କରିବାକୁ ସମର୍ଥ ହୁଏ—(ତୁଳ ଲାଟିନ୍ — Mens sana in corpore sano.ଇଂ, ପ୍ରବଚନ— A sound mind in a sound body.)