ଶରୀରଭେଦ Ṡarīra bheda

  • ଦେ. ବି — ଶରୀର ମଧ୍ୟସ୍ଥ ନାଡ଼ୀ ଆତ୍ମା ସମ୍ବନ୍ଧୀୟ ତତ୍ୱଜ୍ଞାନ; ଯୋଗସାଧନ ସମ୍ବନ୍ଧୀୟ ତତ୍ତ୍ୱ — Metaphysical discussion of the human soul and of the practising of concentration by controlling the breath etc
  • ଦେ. ବି — ଉପେନ୍ଦ୍ର ଯୁଗର ଶେଷଭାଗର ବୈଷ୍ଣବ କବି ଅରକ୍ଷିତ ଦାସ (କଟକ ଜିଲ୍ଲା ଅଳତି ପାହାଡ଼ବାସୀ)ଙ୍କ ଯୋଗସାଧନ ଓ ଭଜନ ବିଷୟକ ପଦ ଗ୍ରନ୍ଥ — Name of poem by Arakshita Das