ଶରୀର ସଂସ୍କାର Ṡarīra saṁskāra

  • ସଂ. ବି — ( 6 ଷ୍ଠୀ ତତ୍) ଦେହକୁ ପରିଷ୍କାର ରଖିବା କର୍ମ — (6ଷ୍ଠୀ ତତ୍) ଦେହକୁ ପରିଷ୍କାର ରଖିବା କର୍ମ—. Act of cleaning the body
  • ସଂ. ବି — ଦେହଶୁଦ୍ଧି — Purification of the body
  • ସଂ. ବି — ଦେହର ଶୋଭାବୃଦ୍ଧିକରଣାର୍ଥେ ଅଙ୍ଗରାଗାଦି ପ୍ରୟୋଗ; ପ୍ରସାଧନ — Toilet
  • ସଂ. ବି — [ଦ୍ର— ମନ୍ତ୍ର, ଆଚମନ, ପ୍ରାଣାୟାମ, ପ୍ରାୟଶ୍ଚିତ୍ତାଦି ଦ୍ୱାରା ଦେହର ଅନ୍ତଃଶୁଦ୍ଧି ହୁଏ ଏବଂ ଅଙ୍ଗରାଗ ଲେପନ, ସ୍ନାନ, ମାର୍ଜ୍ଜନ, ପ୍ରସାଧନାଦି ଦ୍ୱାରା ଦେହର ବହିଃ ଶୁଦ୍ଧି ହୁଏ।]
  • ସଂ. ବି — ଗର୍ଭାଧାନ ଠାରୁ ଅନ୍ତ୍ୟେଷ୍ଟି ପର୍ଯ୍ୟନ୍ତ ବେଦବିହିତ ଷୋଳ ଗୋଟି ସଂସ୍କାର (ହି. ଶ) — The sixteen bodily rites performed in respect of a person from conception till death