ଶରୀର ଶୋଧନ Ṡarīra ṡadhana

  • ସଂ. ବି — ( 6 ଷ୍ଠୀ ତତ୍) ଦେହକୁ ଶୁଦ୍ଧ କରିବା — (6ଷ୍ଠୀ ତତ୍) ଦେହକୁ ଶୁଦ୍ଧ କରିବା— . Purification of the body
  • ସଂ. ବି — (ବହୁବ୍ରୀହି) ଯେଉଁ ଔଷଧ ଶରୀରର କୁପିତ ମଳ, ପିତ୍ତ ଓ କଫକୁ ଊର୍ଦ୍ଧ୍ୱ ବା ଅଧୋମାର୍ଗରେ ଦେହରୁ ବାହାର କରି ଦିଏ (ହି. ଶ) — Any medicine which purges off impurities from the body