ଶରୀର ରକ୍ଷକ Ṡarīra rakshaka

  • ସଂ. ବିଣ. ପୁଂ — ଯେ ଦେହକୁ ରକ୍ଷା କରେ — Protecting the body
  • ବି. — ରାଜା ଆଦିଙ୍କ ଦେହକୁ କୌଣସି ଆଘାତରୁ ରକ୍ଷା କରିବା ପାଇଁ ନିଯୁକ୍ତ ବ୍ଯକ୍ତି — Bodyguard; protector of the body